ଶାଶୂ ବୋହୂ କଳି

ଶାଶୂ ବୋହୂ କଳି। ଦୀପିକା ଏବଂ ଦିନେଶ ମାଆଙ୍କ ମଧ୍ୟରେ ଝଗଡ଼ା। ଡିଏନ୍‌ଏ ରିପୋର୍ଟ ଦେଖାଇବା ପାଇଁ ଦୀପିକାକୁ ମାଗିଲେ ଦିନେଶଙ୍କ ମାଆ। ଯୁକ୍ତି ତର୍କ ମଧ୍ୟରେ ଶୁଣନ୍ତୁ କଣ କହୁଛନ୍ତି ଦୀପିକା ଏବଂ ଦିନେଶଙ୍କ ମାଆ।