ବିଜେଡିକୁ ଅଡୁଆ ଭିଡିଓ

ଧାମନଗରରେ ହରଡ଼ଘଣାରେ ବିଜେଡି। ଭାଇରାଲ ହେଉଥିବା ଦୁଇଟି ଭିଡିଓ ଏବେ ବିଜେଡି ପାଇଁ ଅଡୁଆ ହୋଇଛି। ପ୍ରଥମ ଭିଡିଓରେ ଦଳର ଜଣେ ତୃଣମୂଳ ସ୍ତରର ନେତା ତାଙ୍କ ଅସନ୍ତୋଷ ଝାଡୁଛନ୍ତି।