Advertisment

ସଲାମ ସାମ୍ୱାଦିକ

ପ୍ରକୃତିର ତାଣ୍ଡବରେ ଏକାକାର ନଦୀ, ଗାଁ ଆଉ ସହର। ମନ୍ଦିର ଚୁଡ଼ାକୁ ଛୁଇଁ ପ୍ରବାହିତ ବନ୍ୟା ଜଳକୁ ଦେଖି ବନ୍ୟା କେତେ ପ୍ରଚଣ୍ଡ ତାହା ଅନୁମାନ କରି ହେଉଛି। ଉପୁଡ଼ି ପଡ଼ିଛି ପୋଲ। ଗଭୀର ଘାଇ ଦେଖି ବନ୍ୟା ବିପନ୍ନଙ୍କ ଆଖିରେ ଲୁହ। କଟକରୁ ବୌଦ୍ଧ, ସୁବର୍ଣ୍ଣପୁରରୁ କେନ୍ଦ୍ରାପଡ଼ା ସବୁଠି ତୀବ୍ର ସ୍ରୋତର ଗର୍ଜନ ଲୋକଙ୍କୁ ଡରାଇଛି ଥରାଉଛି।

ସଲାମ ସାମ୍ୱାଦିକ

journalist

Reporter Odisha Journalist Flood Water
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe