Advertisment

ସ୍ତ୍ରୀଙ୍କ ପାଇଁ ଅଡ଼ୁଆରେ ସ୍ବାମୀ

ଭିଜିଲାନ୍ସ କବଜାରେ ଅବକାରୀ ବିଭାଗର ଅଧିକାରିଣୀ। ଅଡ଼ୁଆରେ ପକାଇଦେଲା 6 ଲକ୍ଷ ଟଙ୍କା। ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗର ଅଧୀକ୍ଷକ ନିନା ବେଉରାଙ୍କ ବାପା ଘରେ ଏବଂ ଶାଶୁ ଘରେ ଭିଜିଲାନ୍ସ ଆରମ୍ଭ କରିଛି ଛାନଭିନ୍‌। ଭିଜିଲାନ୍ସ ପଞ୍ଝାକୁ ସ୍ତ୍ରୀ ଆସିବା ପରେ ପୁଲିସ ସ୍ବାମୀଙ୍କ ପାଇଁ ବଢ଼ୁଛି ଅଡ଼ୁଆ।

author-image
Pujarani Nayak
ସ୍ତ୍ରୀଙ୍କ ପାଇଁ ଅଡ଼ୁଆରେ ସ୍ବାମୀ

page

ଭିଜିଲାନ୍ସ କବଜାରେ ଅବକାରୀ ବିଭାଗର ଅଧିକାରିଣୀ। ଅଡ଼ୁଆରେ ପକାଇଦେଲା 6 ଲକ୍ଷ ଟଙ୍କା। ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗର ଅଧୀକ୍ଷକ ନିନା ବେଉରାଙ୍କ ବାପା ଘରେ ଏବଂ ଶାଶୁ ଘରେ ଭିଜିଲାନ୍ସ ଆରମ୍ଭ କରିଛି ଛାନଭିନ୍‌। ଭିଜିଲାନ୍ସ ପଞ୍ଝାକୁ ସ୍ତ୍ରୀ ଆସିବା ପରେ ପୁଲିସ ସ୍ବାମୀଙ୍କ ପାଇଁ ବଢ଼ୁଛି ଅଡ଼ୁଆ।

Advertisment

Bhubaneswar Odisha Reporter