page
Advertisment
ଭିଜିଲାନ୍ସ କବଜାରେ ଅବକାରୀ ବିଭାଗର ଅଧିକାରିଣୀ। ଅଡ଼ୁଆରେ ପକାଇଦେଲା 6 ଲକ୍ଷ ଟଙ୍କା। ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗର ଅଧୀକ୍ଷକ ନିନା ବେଉରାଙ୍କ ବାପା ଘରେ ଏବଂ ଶାଶୁ ଘରେ ଭିଜିଲାନ୍ସ ଆରମ୍ଭ କରିଛି ଛାନଭିନ୍। ଭିଜିଲାନ୍ସ ପଞ୍ଝାକୁ ସ୍ତ୍ରୀ ଆସିବା ପରେ ପୁଲିସ ସ୍ବାମୀଙ୍କ ପାଇଁ ବଢ଼ୁଛି ଅଡ଼ୁଆ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/page-6.jpg)