ବାପା ପାଇଁ ଭାବବିହ୍ୱଳ ହେଲେ ଝିଅ

ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ବାପା ବିଜୟ ରୁପାଣୀ ଇସ୍ତାଫା ଦେବା ଏବଂ ତାଙ୍କ ଇସ୍ତଫାକୁ ନେଇ ଅନେକ କଥା ଆଲୋଚନା ହେବା ଭିତରେ ବାପାଙ୍କ ଦକ୍ଷତା ଓ ସାମର୍ଥ୍ୟ ନେଇ ଏକ ଭାବ ବିହ୍ବାଳ ପୋଷ୍ଟ କରିଛନ୍ତି, ତାଙ୍କ ଝିଅ, ରାଧିକା ରୁପାଣୀ। ରାଧିକା ଏବେ ଲଣ୍ଡନରେ ରହୁଛନ୍ତି। ‘ଝିଅର ଦୃଷ୍ଟିକୋଣରେ ବାପା ବିଜୟ ରୁପାଣୀ’ ନାମକ ଶୀର୍ଷକ ଦେଇ ଫେସବୁକରେ ରାଧିକା କଣ ଲେଖିଛନ୍ତି ଦେଖନ୍ତୁ