Advertisment

ବାପା ପାଇଁ ଭାବବିହ୍ୱଳ ହେଲେ ଝିଅ

ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ବାପା ବିଜୟ ରୁପାଣୀ ଇସ୍ତାଫା ଦେବା ଏବଂ ତାଙ୍କ ଇସ୍ତଫାକୁ ନେଇ ଅନେକ କଥା ଆଲୋଚନା ହେବା ଭିତରେ ବାପାଙ୍କ ଦକ୍ଷତା ଓ ସାମର୍ଥ୍ୟ ନେଇ ଏକ ଭାବ ବିହ୍ବାଳ ପୋଷ୍ଟ କରିଛନ୍ତି, ତାଙ୍କ ଝିଅ, ରାଧିକା ରୁପାଣୀ। ରାଧିକା ଏବେ ଲଣ୍ଡନରେ ରହୁଛନ୍ତି। ‘ଝିଅର ଦୃଷ୍ଟିକୋଣରେ ବାପା ବିଜୟ ରୁପାଣୀ’ ନାମକ ଶୀର୍ଷକ ଦେଇ ଫେସବୁକରେ ରାଧିକା କଣ ଲେଖିଛନ୍ତି ଦେଖନ୍ତୁ

ଅଦ୍ୟତନ ହୋଇଛି
ବାପା ପାଇଁ ଭାବବିହ୍ୱଳ ହେଲେ ଝିଅ

maxresdefault (2) (1)

Advertisment

ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ବାପା ବିଜୟ ରୁପାଣୀ ଇସ୍ତାଫା ଦେବା ଏବଂ ତାଙ୍କ ଇସ୍ତଫାକୁ ନେଇ ଅନେକ କଥା ଆଲୋଚନା ହେବା ଭିତରେ ବାପାଙ୍କ ଦକ୍ଷତା ଓ ସାମର୍ଥ୍ୟ ନେଇ ଏକ ଭାବ ବିହ୍ବାଳ ପୋଷ୍ଟ କରିଛନ୍ତି, ତାଙ୍କ ଝିଅ, ରାଧିକା ରୁପାଣୀ। ରାଧିକା ଏବେ ଲଣ୍ଡନରେ ରହୁଛନ୍ତି। ‘ଝିଅର ଦୃଷ୍ଟିକୋଣରେ ବାପା ବିଜୟ ରୁପାଣୀ’ ନାମକ ଶୀର୍ଷକ ଦେଇ ଫେସବୁକରେ ରାଧିକା କଣ ଲେଖିଛନ୍ତି ଦେଖନ୍ତୁ

Advertisment

Odisha Odisha Reporter Vijya Rupani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe