/odisha-reporter/media/post_attachments/uploads/2022/06/gaon.jpg)
gaon
ଏଇ ଗାଁର ଧୂଳିମାଟିରେ ଖେଳିବୁଲି ବଡ଼ ହୋଇଥିଲେ ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା। ରାଇ ଭାଇ କହିଲେ, ଉଦୟପୁର ଗାଁର ଛୁଆଠୁ ବଡ଼, ସମସ୍ତେ ଜାଣନ୍ତି। କେନ୍ଦୁଝର ଜିଲ୍ଲାର ଉଦୟପୁର ଗାଁ ଦାଣ୍ଡ ଆଜି ପୁରା ଶୂନଶାନ। ଗାଁ ଲୋକେ ମନ ତୁନା ତୁନା କରି ଗାଁ ଛକରେ ଛିଡ଼ା ହୋଇଛନ୍ତି। ସବୁଦିନ ପାଇଁ ଦୁନିଆଁ ଛାଡିଦେଲେ ମାଟିର ପୁଅ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
