/odisha-reporter/media/post_attachments/uploads/2022/09/collector-1.jpg)
collector
ଗର୍ଜନ କରୁଛନ୍ତି ହଜାର ହଜାର ଲୋକ। ଜିଲ୍ଲାପାଳଙ୍କୁ ରାସ୍ତା ବି ଛାଡ଼ିଲେନି। ବାଧ୍ୟ ହୋଇ ଚାଲି ଚାଲି ଗଲେ ଜିଲ୍ଲାପାଳ। ଅଭିଯୋଗ ଶୁଣାଣି ପରେ ରାୟଗଡ଼ା ଜିଲ୍ଲାପାଳ ହଟହଟା। ବାଲି ଉଠାଣ ବନ୍ଦ ସମ୍ପର୍କୀତ ଅଭିଯୋଗ ଶୁଣି ବାହାରକୁ ଆସିବା ପରେ ଲୋକେ ଜିଲ୍ଲାପାଳଙ୍କ ଗାଡ଼ିକୁ ଛାଡ଼ିଲେ ନାହିଁ। ଗାଡ଼ି ଆଗରେ ବସି ରହି ଧାରଣା ଦେଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
