/odisha-reporter/media/post_attachments/uploads/2022/08/KONARK_PKG_TH.jpg)
flood
ବଞ୍ଚିଛି କେବଳ ଗୋଟିଏ ଟିଫିନ୍ ପଖାଳ। ହେଲେ ଭୋକରେ ଥିବା ମଣିଷଙ୍କ ସଂଖ୍ୟା ଅନେକ। ସାହାଯ୍ୟକୁ ଅନେଇ ରହିଥିବା ଏହି ବନ୍ୟା ବିପନ୍ନଙ୍କ ଦୁଃଖ ଆଉ ଯନ୍ତ୍ରଣା କେତେ, ଏହି ଚିତ୍ର ଚିତ୍କାର କରି କହୁଛି। ମନରେ ଏକ ଅଜଣା ଚିନ୍ତା ଆଉ ପେଟରେ ପରିଚିତ କ୍ଷୁଧା, କଲବଲ କରୁଛି ପ୍ରତିଟି ମୁହୂର୍ତ୍ତ ପ୍ରତିଟି କ୍ଷଣ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
