/odisha-reporter/media/post_attachments/uploads/2022/07/atankavadi.jpg)
atankavadi
ଖାଲି ହାତରେ ଆତଙ୍କବାଦୀଙ୍କୁ ଧରି ସାହସୀର ପରିଚୟ ଦେଇଛନ୍ତି ଗ୍ରାମବାସୀ। ଅସ୍ତ୍ରଶସ୍ତ୍ରରେ ସଜିତ ଦୁଇ ଆତଙ୍କବାଦୀଙ୍କୁ ଧରିଛନ୍ତି ଜାମ୍ମୁକାଶ୍ମୀରରେ ତୁକସାନ୍ ବାସିନ୍ଦା। ଧରାପଡିଥିବା ଆତଙ୍କବାଦୀ ପୁଣି ଲକ୍ସର ଏ ତୋଏବା ଆତଙ୍କୀ ସଙ୍ଗଠନର। ସାହାସର ସହ ଆତଙ୍କବାଦୀଙ୍କୁ ଧରିଥିବାରୁ ଗ୍ରାମବାସୀଙ୍କ ଲାଗି ପୁରସ୍କାର ଘୋଷଣା କରିଛନ୍ତି ପୋଲିସ ଡିଜିଙ୍କ ସହ ଜାମ୍ମୁକାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
