Advertisment

ଆତଙ୍କବାଦୀଙ୍କୁ ଧରିଲେ ଗାଁ ଲୋକ

ଖାଲି ହାତରେ ଆତଙ୍କବାଦୀଙ୍କୁ ଧରି ସାହସୀର ପରିଚୟ ଦେଇଛନ୍ତି ଗ୍ରାମବାସୀ। ଅସ୍ତ୍ରଶସ୍ତ୍ରରେ ସଜିତ ଦୁଇ ଆତଙ୍କବାଦୀଙ୍କୁ ଧରିଛନ୍ତି ଜାମ୍ମୁକାଶ୍ମୀରରେ ତୁକସାନ୍ ବାସିନ୍ଦା। ଧରାପଡିଥିବା ଆତଙ୍କବାଦୀ ପୁଣି ଲକ୍ସର ଏ ତୋଏବା ଆତଙ୍କୀ ସଙ୍ଗଠନର। ସାହାସର ସହ ଆତଙ୍କବାଦୀଙ୍କୁ ଧରିଥିବାରୁ ଗ୍ରାମବାସୀଙ୍କ ଲାଗି ପୁରସ୍କାର ଘୋଷଣା କରିଛନ୍ତି ପୋଲିସ ଡିଜିଙ୍କ ସହ ଜାମ୍ମୁକାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା।

ଆତଙ୍କବାଦୀଙ୍କୁ ଧରିଲେ ଗାଁ ଲୋକ

atankavadi

Advertisment

ଖାଲି ହାତରେ ଆତଙ୍କବାଦୀଙ୍କୁ ଧରି ସାହସୀର ପରିଚୟ ଦେଇଛନ୍ତି ଗ୍ରାମବାସୀ। ଅସ୍ତ୍ରଶସ୍ତ୍ରରେ ସଜିତ ଦୁଇ ଆତଙ୍କବାଦୀଙ୍କୁ ଧରିଛନ୍ତି ଜାମ୍ମୁକାଶ୍ମୀରରେ ତୁକସାନ୍ ବାସିନ୍ଦା। ଧରାପଡିଥିବା ଆତଙ୍କବାଦୀ ପୁଣି ଲକ୍ସର ଏ ତୋଏବା ଆତଙ୍କୀ ସଙ୍ଗଠନର। ସାହାସର ସହ ଆତଙ୍କବାଦୀଙ୍କୁ ଧରିଥିବାରୁ ଗ୍ରାମବାସୀଙ୍କ ଲାଗି ପୁରସ୍କାର ଘୋଷଣା କରିଛନ୍ତି ପୋଲିସ ଡିଜିଙ୍କ ସହ ଜାମ୍ମୁକାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା।

Advertisment

Villagers Nab Terrorists Terrorists
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe