Advertisment

ରୀତା ସୁଶାନ୍ତ ସମର୍ଥକ ପିଟାପିଟି

ବିଜେପୁରରେ ରୀତା ଏବଂ ସୁଶାନ୍ତ ସମର୍ଥକଙ୍କ ମଧ୍ୟରେ ପିଟାପିଟି। ଠିକା କାମକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ। ସୁଶାନ୍ତ ସମର୍ଥକଙ୍କ ଆକ୍ରମଣରେ ରୀତା ସାହୁଙ୍କ ପୁଅ ଆହତ ସୂଚନା। ଦିନକୁ ଦିନ ସୁଶାନ୍ତ ରୀତା କଳି ଘନେଇବାରେ ଲାଗିଛି। ରୀତା ମନ୍ତ୍ରୀ ଥିବାରୁ ସୁଶାନ୍ତଙ୍କୁ ମଧ୍ୟ ମନ୍ତ୍ରୀ କରିବା ପାଇଁ ଦାବି ଜୋରଧରିଛି।

ରୀତା ସୁଶାନ୍ତ ସମର୍ଥକ ପିଟାପିଟି

rita

Advertisment

ବିଜେପୁରରେ ରୀତା ଏବଂ ସୁଶାନ୍ତ ସମର୍ଥକଙ୍କ ମଧ୍ୟରେ ପିଟାପିଟି। ଠିକା କାମକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ। ସୁଶାନ୍ତ ସମର୍ଥକଙ୍କ ଆକ୍ରମଣରେ ରୀତା ସାହୁଙ୍କ ପୁଅ ଆହତ ସୂଚନା। ଦିନକୁ ଦିନ ସୁଶାନ୍ତ ରୀତା କଳି ଘନେଇବାରେ ଲାଗିଛି। ରୀତା ମନ୍ତ୍ରୀ ଥିବାରୁ ସୁଶାନ୍ତଙ୍କୁ ମଧ୍ୟ ମନ୍ତ୍ରୀ କରିବା ପାଇଁ ଦାବି ଜୋରଧରିଛି।

Advertisment

BjD Naveen Patnaik Rita Sahu Sushant Sing Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe