Advertisment

ଧାମନଗର ହାରିବା ଡରରେ ହିଂସାକାଣ୍ଡ!

ଧାମନଗର ତଳଗୋପବିନ୍ଧା ପାଇକସାହି 8ନଂ ୱାର୍ଡରେ କିଛି ଦୁର୍ବୃତ୍ତ ହିଂସାକାଣ୍ଡ ଘଟାଇଥିବାର ଅଭିଯୋଗ ଆସିଛି। ଜଣେ ବୟସ୍କଙ୍କୁ ରାତିରେ ୩୦ରୁ ବି ଅଧିକ ଗୁଣ୍ଡା ମାରପିଟ କରିଥିବାର ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ। ଶଶୀକାନ୍ତ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଏକୁଟିଆ ପାଇ କିଛି ଲୋକ ତାଙ୍କୁ ଘେରି ଯାଇଥିଲେ ଓ ମାଡ଼ ମାରିଥିଲେ।

ଧାମନଗର ହାରିବା ଡରରେ ହିଂସାକାଣ୍ଡ!

violence

Advertisment

ଧାମନଗର ତଳଗୋପବିନ୍ଧା ପାଇକସାହି 8ନଂ ୱାର୍ଡରେ କିଛି ଦୁର୍ବୃତ୍ତ ହିଂସାକାଣ୍ଡ ଘଟାଇଥିବାର ଅଭିଯୋଗ ଆସିଛି। ଜଣେ ବୟସ୍କଙ୍କୁ ରାତିରେ ୩୦ରୁ ବି ଅଧିକ ଗୁଣ୍ଡା ମାରପିଟ କରିଥିବାର ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ। ଶଶୀକାନ୍ତ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଏକୁଟିଆ ପାଇ କିଛି ଲୋକ ତାଙ୍କୁ ଘେରି ଯାଇଥିଲେ ଓ ମାଡ଼ ମାରିଥିଲେ।

Advertisment

Poll Violence Dhamnagar Violence Bjd Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe