Advertisment

ଯୌତୁକ ନାହିଁ ତ’ ବାହାଘର ନାହିଁ !

ବେଦୀରୁ ଉଠିଗଲା ବର । ବାହା ହେବାକୁ ମନା କରିଦେଲା ବର । କନ୍ୟାଘର ନେହୁରା ହେଲେ ବି ଶୁଣିଲାନି ବର ! ଲଗ୍ନ ସ୍ଥିର ହୋଇସାରିଥିଲା। ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିସାରିଥିଲା ବର। ହେଲେ ହାତଗଣ୍ଠି ପଡ଼ିବା ପୂର୍ବରୁ ବାହା ହେବାକୁ ମନା କରିଦେଲା ବର।

author-image
Pujarani Nayak
ଯୌତୁକ ନାହିଁ ତ’ ବାହାଘର ନାହିଁ !

page

ବେଦୀରୁ ଉଠିଗଲା ବର । ବାହା ହେବାକୁ ମନା କରିଦେଲା ବର । କନ୍ୟାଘର ନେହୁରା ହେଲେ ବି ଶୁଣିଲାନି ବର ! ଲଗ୍ନ ସ୍ଥିର ହୋଇସାରିଥିଲା। ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିସାରିଥିଲା ବର। ହେଲେ ହାତଗଣ୍ଠି ପଡ଼ିବା ପୂର୍ବରୁ ବାହା ହେବାକୁ ମନା କରିଦେଲା ବର।

Advertisment

Odisha Reporter