page
Advertisment
ବେଦୀରୁ ଉଠିଗଲା ବର । ବାହା ହେବାକୁ ମନା କରିଦେଲା ବର । କନ୍ୟାଘର ନେହୁରା ହେଲେ ବି ଶୁଣିଲାନି ବର ! ଲଗ୍ନ ସ୍ଥିର ହୋଇସାରିଥିଲା। ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିସାରିଥିଲା ବର। ହେଲେ ହାତଗଣ୍ଠି ପଡ଼ିବା ପୂର୍ବରୁ ବାହା ହେବାକୁ ମନା କରିଦେଲା ବର।