/odisha-reporter/media/post_attachments/uploads/2022/05/page-13.jpg)
page
ମ୍ୟାଚ ହାରି ଯିବାରୁ ଶିଖର ଧାୱନଙ୍କୁ ମାଡ଼ । ଉଡିଲା ବିଧା ଗୋଇଠା । ଅଯୋଗ୍ୟ କହି ପିଟିଲେ ଧାୱନଙ୍କ ବାପା । ପରିବାର ଲୋକ ଯେତେ ଅଟକାଇବାକୁ ଚେଷ୍ଟା କଲେ ଅଟକୁ ନାହାନ୍ତି । ତେବେ ଭିଡ଼ିଓଟି ସତ ନୁହେଁ । ଭିଡିଓରେ ସେ ମାଡ଼ ଖାଉଥିବାର ଏବଂ ତାଙ୍କ ବାପା ବାଡେଇବାର ଆକ୍ଟିଂ କରୁଛନ୍ତି । ଦଳ ନକଆଉଟ ରାଉଣ୍ଡରୁ ବାହାର ହୋଇଯିବାରୁ ଶିଖର ଏଭଳି ଭିଡିଓ ସୁଟ କରି ଦର୍ଶକଙ୍କୁ ତାଙ୍କ ଦୁଃଖ ବୟାନ କରିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
