Advertisment

ଧାୱନଙ୍କୁ ପ୍ରବଳ ମାଡ଼

ମ୍ୟାଚ ହାରି ଯିବାରୁ ଶିଖର ଧାୱନଙ୍କୁ ମାଡ଼ । ଉଡିଲା ବିଧା ଗୋଇଠା । ଅଯୋଗ୍ୟ କହି ପିଟିଲେ ଧାୱନଙ୍କ ବାପା । ପରିବାର ଲୋକ ଯେତେ ଅଟକାଇବାକୁ ଚେଷ୍ଟା କଲେ ଅଟକୁ ନାହାନ୍ତି । ତେବେ ଭିଡ଼ିଓଟି ସତ ନୁହେଁ । ଭିଡିଓରେ ସେ ମାଡ଼ ଖାଉଥିବାର ଏବଂ ତାଙ୍କ ବାପା ବାଡେଇବାର ଆକ୍ଟିଂ କରୁଛନ୍ତି । ଦଳ ନକଆଉଟ ରାଉଣ୍ଡରୁ ବାହାର ହୋଇଯିବାରୁ ଶିଖର ଏଭଳି ଭିଡିଓ ସୁଟ କରି ଦର୍ଶକଙ୍କୁ ତାଙ୍କ ଦୁଃଖ […]

ଧାୱନଙ୍କୁ ପ୍ରବଳ ମାଡ଼

page

Advertisment

ମ୍ୟାଚ ହାରି ଯିବାରୁ ଶିଖର ଧାୱନଙ୍କୁ ମାଡ଼ । ଉଡିଲା ବିଧା ଗୋଇଠା । ଅଯୋଗ୍ୟ କହି ପିଟିଲେ ଧାୱନଙ୍କ ବାପା । ପରିବାର ଲୋକ ଯେତେ ଅଟକାଇବାକୁ ଚେଷ୍ଟା କଲେ ଅଟକୁ ନାହାନ୍ତି । ତେବେ ଭିଡ଼ିଓଟି ସତ ନୁହେଁ । ଭିଡିଓରେ ସେ ମାଡ଼ ଖାଉଥିବାର ଏବଂ ତାଙ୍କ ବାପା ବାଡେଇବାର ଆକ୍ଟିଂ କରୁଛନ୍ତି । ଦଳ ନକଆଉଟ ରାଉଣ୍ଡରୁ ବାହାର ହୋଇଯିବାରୁ ଶିଖର ଏଭଳି ଭିଡିଓ ସୁଟ କରି ଦର୍ଶକଙ୍କୁ ତାଙ୍କ ଦୁଃଖ ବୟାନ କରିଛନ୍ତି ।

Advertisment

Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe