bhojan
Advertisment
ଚୁଟି ଟଣାଟଣି ଭିଡ଼ାଭିଡ଼ି ପିଟାପିଟି। କିଏ ଚପଲ ଉଠାଉଛି ତ କିଏ ବେକକୁ ଧରୁଛି। ମଧ୍ୟାହ୍ନ ଭୋଜନ ନେଇ ଏସ୍ଏଚଜି ମହିଳାଙ୍କ ଭୟଙ୍କର ଝଗଡା। ଏପଟେ ଖାଦ୍ୟ ନପାଇ ବିସ୍କୁଟ ଖାଇ ଫେରିଲେ ଛାତ୍ରଛାତ୍ରୀ। ଭାଇରାଲ ହେଉଛି ଭଦ୍ରକ ତାଳପଦା ନୋଡାଲ ସ୍କୁଲ ପରିସରର ଘଟଣା।