Advertisment

ବିଜେଡି ନେତାଙ୍କ ପାଇଁ ଟାର୍ଗେଟ୍ ଫିକ୍ସ

ବିଜେଡିର ଗାଁ କବଜା ଅଭିଯାନ ଆରମ୍ଭ ହୋଇଗଲା। ପୂରା ନକ୍ସା କଟା ସରିଲାଣି। ବିଧାୟକମାନଙ୍କୁ ପଞ୍ଚାୟତ ବଣ୍ଟା ସରିଲାଣି। ଟିକେ ବଡ଼ ପଞ୍ଚାୟତ ହେଲେ ୨ ଜଣ ବିଧାୟକ ଅବା ଜଣେ ମନ୍ତ୍ରୀଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଉଛି। ଟାର୍ଗେଟ୍ ଦିଆଯାଇଛି କେଉଁ ପଞ୍ଚାୟତରେ କିଏ କେତେ ଭୋଟ ଆଣିବ। ଟାସ୍କ ଦେଇ କୁହାଯାଇଛି ତୁମକୁ ଅମକ ପଞ୍ଚାୟତରେ ୨୦୦ ଭୋଟ ଲିଡ କରିବାକୁ ପଡ଼ିବ। ଆଉ କାହାକୁ କୁହାଯାଇଛି ଯାହା କରୁଛ କର ଆମର ଦରକାର ଏହି […]

author-image
Debendra Prusty
ବିଜେଡି ନେତାଙ୍କ ପାଇଁ ଟାର୍ଗେଟ୍ ଫିକ୍ସ

bjd

ବିଜେଡିର ଗାଁ କବଜା ଅଭିଯାନ ଆରମ୍ଭ ହୋଇଗଲା। ପୂରା ନକ୍ସା କଟା ସରିଲାଣି। ବିଧାୟକମାନଙ୍କୁ ପଞ୍ଚାୟତ ବଣ୍ଟା ସରିଲାଣି। ଟିକେ ବଡ଼ ପଞ୍ଚାୟତ ହେଲେ ୨ ଜଣ ବିଧାୟକ ଅବା ଜଣେ ମନ୍ତ୍ରୀଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଉଛି। ଟାର୍ଗେଟ୍ ଦିଆଯାଇଛି କେଉଁ ପଞ୍ଚାୟତରେ କିଏ କେତେ ଭୋଟ ଆଣିବ। ଟାସ୍କ ଦେଇ କୁହାଯାଇଛି ତୁମକୁ ଅମକ ପଞ୍ଚାୟତରେ ୨୦୦ ଭୋଟ ଲିଡ କରିବାକୁ ପଡ଼ିବ। ଆଉ କାହାକୁ କୁହାଯାଇଛି ଯାହା କରୁଛ କର ଆମର ଦରକାର ଏହି ପଞ୍ଚାୟତରୁ ୫୦୦ ଭୋଟ।

Advertisment

Dhamnagar Bye Poll Vote Target Bjd Target