Advertisment

ଇସ୍‌ କି ଇଲିସି!

ଜାଲ୍‌ରେ ପଡ଼ୁଛି ଇଲିସି। ହାତ ମାରିଲେ ଧରା ପଡ଼ୁଛନ୍ତି। ବାଲେଶ୍ୱର ଭୋଗରାଇ ବ୍ଲକ କିର୍ତ୍ତନିଆ ସମୁଦ୍ରକୂଳ ଆଖପାଖରେ ବହୁ ପରିମାଣର ଇଲିସି ମାଛ ପଡ଼ିଛନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ଏହାକୁ ବିକ୍ରି କରାଯାଉଛି। କୋଲକାତା, ଶିଆଲଦା, ଖଡ଼ଗପୁର ସମେତ ଆଖପାଖ ମାଛ ମାର୍କେଟରେ ଏହାର ଚାହିଦା ଅଧିକ।

author-image
Debendra Prusty
ଇସ୍‌ କି ଇଲିସି!

ilisi

ଜାଲ୍‌ରେ ପଡ଼ୁଛି ଇଲିସି। ହାତ ମାରିଲେ ଧରା ପଡ଼ୁଛନ୍ତି। ବାଲେଶ୍ୱର ଭୋଗରାଇ ବ୍ଲକ କିର୍ତ୍ତନିଆ ସମୁଦ୍ରକୂଳ ଆଖପାଖରେ ବହୁ ପରିମାଣର ଇଲିସି ମାଛ ପଡ଼ିଛନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ଏହାକୁ ବିକ୍ରି କରାଯାଉଛି। କୋଲକାତା, ଶିଆଲଦା, ଖଡ଼ଗପୁର ସମେତ ଆଖପାଖ ମାଛ ମାର୍କେଟରେ ଏହାର ଚାହିଦା ଅଧିକ।

Advertisment

Balasore Hilsa Hilsa Fish