Advertisment

ବାଃ ବାଃରେ ନବୀନ ସରକାର!

ମାଟିର କନ୍ୟା ପାଇଁ ଏବେ ସ୍ନେହର ବନ୍ୟା! ଆଗରୁ ଅଣଦେଖା କରୁଥିଲେ ରାଷ୍ଟ୍ରପତି ହେବା ପରେ ବାଃ ବାଃ ସାଉଁଟିଲେ! ଦ୍ରୌପଦୀଙ୍କ ପାଇଁ ଆଲେଖ୍ୟ ଲେଖିଲେ ନିଜ କୃତକର୍ମ କଥା ଭୁଲିଗଲେ! ଆଦିବାସୀଙ୍କ ପାଇଁ ଗର୍ବିତ ବୋଲି ଲେଖିଲେ ରାଷ୍ଟ୍ରପତି ଘୋଷଣା ହେବା ପରେ ତାଙ୍କ ଗାଁକୁ ବିଜୁଳି ଦେଲେ।

author-image
Debendra Prusty
ବାଃ ବାଃରେ ନବୀନ ସରକାର!

adivasi

ମାଟିର କନ୍ୟା ପାଇଁ ଏବେ ସ୍ନେହର ବନ୍ୟା! ଆଗରୁ ଅଣଦେଖା କରୁଥିଲେ ରାଷ୍ଟ୍ରପତି ହେବା ପରେ ବାଃ ବାଃ ସାଉଁଟିଲେ! ଦ୍ରୌପଦୀଙ୍କ ପାଇଁ ଆଲେଖ୍ୟ ଲେଖିଲେ ନିଜ କୃତକର୍ମ କଥା ଭୁଲିଗଲେ! ଆଦିବାସୀଙ୍କ ପାଇଁ ଗର୍ବିତ ବୋଲି ଲେଖିଲେ ରାଷ୍ଟ୍ରପତି ଘୋଷଣା ହେବା ପରେ ତାଙ୍କ ଗାଁକୁ ବିଜୁଳି ଦେଲେ।

Advertisment

Odisha Politics Naveen As Columnist Tribal Issues