word member
Advertisment
ଏ କୌଣସି ନାଉରିଆ ନୁହନ୍ତି କିମ୍ବା ପ୍ରଫ୍ରେସନାଲ ଡଙ୍ଗା ଚାଳକ ନୁହନ୍ତି। ଏ ହେଉଛନ୍ତି ମୁକୁନ୍ଦ ମିଶ୍ର ନଗରର ଓ୍ବାର୍ଡ ମେମ୍ବର ପ୍ରଶାନ୍ତ ସେଠ। ପର ପାଇଁ ଦୁଖୀ ମଣିଷ ପ୍ରଶାନ୍ତ ସେଠ। ନିଜେ ଡଙ୍ଗାରେ ଏ ଅଞ୍ଚଳର ପ୍ରତିଟି ଲୋକଙ୍କୁ, ଏହି ଜଳାର୍ଣ୍ଣବ ପରିସ୍ଥିତିରୁ ଉଦ୍ଧାର କରିଥାନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/word-member.jpg)