ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶିଲା ଅଖଣ୍ଡ ବତୀ ମନ୍ଦିର। ବୁଲଡୋଜର ଆଞ୍ଚୁଡ଼ାରେ ଧୂଳିସାତ୍ ହେଲା ଧୂନି ଘର। ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ଆଶ୍ରମରେ ଏମିତି ଢଙ୍ଗରେ ଧରାଶାୟୀ ହୋଇଥିଲା କୌପିନଧାରୀ ମହିମା ସନ୍ନ୍ୟାସୀଙ୍କ ତପସ୍ୟାର ସ୍ଥଳୀ। ହାଇକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ପୂର୍ବକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ଜେସିବି ସହ ୫ ପ୍ଲାଟୁନ୍ ଫୋର୍ସଙ୍କ ଉପସ୍ଥିତିରେ ବିବାଦୀୟ ୨୮ ଡେସିମିଲ ଜାଗାକୁ ଖାଲି କରାଯାଇଛି।
https://www.youtube.com/watch?v=8dvzCXw1WNw
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ନିଜ ମାଲିକଙ୍କୁ କାମୁଡ଼ି ଲହୁଲୁହାଣ କଲା ପୋଷା କୁକୁର
୨୬ ବର୍ଷୀୟ ଯୁବକଙ୍କ ମୁହଁକୁ କାମୁଡ଼ି ଲହୁଲୁହାଣ କରିଛି ନିଜ ପୋଷା ପିଟ୍ବୁଲ୍ କୁକୁର। ଡାକ୍ତରଖାନାରେ ଅସ୍ତ୍ରୋପଚାର ପରେ ଚିକିତ୍ସାଧୀନ ଅଛନ୍ତି ଯୁବକ।
National
ଅଣନିଃଶ୍ୱାସୀ କରୁଛି ରାଜଧାନୀ ପ୍ରଦୂଷଣ: କାଲି ଠାରୁ ଏହି ସବୁ କାମ ବନ୍ଦ
ବୁଧବାର ସକାଳୁ ଏପରି ସ୍ଥିତି ଲାଗି ରହିଥିବା ବେଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ସାଂଘାତିକ ସ୍ତରକୁ ଖସି ଯାଇଛି। ଏବେ ଦିଲ୍ଲୀର ଏକାଧିକ ଅଞ୍ଚଳରେ ବାୟୁର ଗୁଣବତ୍ତା ସୂଚକାଙ୍କ ୪୦୦ ଉପରେ ରହିଛି।
National
ଦିଲ୍ଲୀ ମେୟର ନିର୍ବାଚନରେ ବିଜେପିକୁ ଝଟକା, ବାଜି ମାରିନେଲା ଆପ୍
ଦିଲ୍ଲୀ ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ବିଜୟୀ। ୧୦ ଆପ୍ କାଉନସିଲରଙ୍କ କ୍ରସ୍ ଭୋଟିଂ ସତ୍ତ୍ୱେ ବିଜେପିକୁ ଝଟକା।