Advertisment

ଯାହା ହେଲା କ’ଣ ଠିକ ହେଲା?

ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶିଲା ଅଖଣ୍ଡ ବତୀ ମନ୍ଦିର। ବୁଲଡୋଜର ଆଞ୍ଚୁଡ଼ାରେ ଧୂଳିସାତ୍‌ ହେଲା ଧୂନି ଘର। ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ଆଶ୍ରମରେ ଏମିତି ଢଙ୍ଗରେ ଧରାଶାୟୀ ହୋଇଥିଲା କୌପିନଧାରୀ ମହିମା ସନ୍ନ୍ୟାସୀଙ୍କ ତପସ୍ୟାର ସ୍ଥଳୀ। ହାଇକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ପୂର୍ବକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ଜେସିବି ସହ ୫ ପ୍ଲାଟୁନ୍‌ ଫୋର୍ସଙ୍କ ଉପସ୍ଥିତିରେ ବିବାଦୀୟ ୨୮ ଡେସିମିଲ ଜାଗାକୁ ଖାଲି କରାଯାଇଛି।

author-image
Debendra Prusty
ଯାହା ହେଲା କ’ଣ ଠିକ ହେଲା?

mahima

ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶିଲା ଅଖଣ୍ଡ ବତୀ ମନ୍ଦିର। ବୁଲଡୋଜର ଆଞ୍ଚୁଡ଼ାରେ ଧୂଳିସାତ୍‌ ହେଲା ଧୂନି ଘର। ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ଆଶ୍ରମରେ ଏମିତି ଢଙ୍ଗରେ ଧରାଶାୟୀ ହୋଇଥିଲା କୌପିନଧାରୀ ମହିମା ସନ୍ନ୍ୟାସୀଙ୍କ ତପସ୍ୟାର ସ୍ଥଳୀ। ହାଇକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ପୂର୍ବକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ଜେସିବି ସହ ୫ ପ୍ଲାଟୁନ୍‌ ଫୋର୍ସଙ୍କ ଉପସ୍ଥିତିରେ ବିବାଦୀୟ ୨୮ ଡେସିମିଲ ଜାଗାକୁ ଖାଲି କରାଯାଇଛି।

Advertisment

Joranda Mahima Gadi