Advertisment

ଆମେ କାହିକିଁ ଆସିଛୁ ଜାଣିନୁ?

କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ନୂଆ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଲା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର। ତେଣୁ ତାଙ୍କ ସ୍ୱାଗତ ପାଇଁ ବିଜେଡି ପକ୍ଷରୁ ଆୟୋଜନ କରାଯାଇଥିଲା ଏହି ବିରାଟ ସମ୍ବର୍ଦ୍ଧନା ଉତ୍ସବ। ହେଲେ ଏହି କାର୍ଯ୍ୟକ୍ରମରେ ଅତି ଉତ୍ସାହିତ ହୋଇ ଯୋଗ ଦେବାକୁ ଆସିଥିବା କିଛି କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଏହି ପୁରସ୍କାରକୁ ନେଇ କଣ କହୁଛନ୍ତି ଆସନ୍ତୁ ଶୁଣିବା।

author-image
Debendra Prusty
ଆମେ କାହିକିଁ ଆସିଛୁ ଜାଣିନୁ?

unknown award

କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ନୂଆ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଲା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର। ତେଣୁ ତାଙ୍କ ସ୍ୱାଗତ ପାଇଁ ବିଜେଡି ପକ୍ଷରୁ ଆୟୋଜନ କରାଯାଇଥିଲା ଏହି ବିରାଟ ସମ୍ବର୍ଦ୍ଧନା ଉତ୍ସବ। ହେଲେ ଏହି କାର୍ଯ୍ୟକ୍ରମରେ ଅତି ଉତ୍ସାହିତ ହୋଇ ଯୋଗ ଦେବାକୁ ଆସିଥିବା କିଛି କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଏହି ପୁରସ୍କାରକୁ ନେଇ କଣ କହୁଛନ୍ତି ଆସନ୍ତୁ ଶୁଣିବା।

Advertisment

Naveen Patnaik Bjd Workers Unknown Award