Advertisment

ଆମର ଦି’ ଜଣ ମୁଖ୍ୟମନ୍ତ୍ରୀ!

ଗୋଟିଏ ଗାଁ ଦୁଇଟି ସରପଞ୍ଚ। ଜଣେ ଓଡ଼ିଆ ଜଣେ ତେଲୁଗୁ। ଗୋଟିଏ ଗାଁରେ ଚାଲିଛି ଦୁଇଟି ରାଜ୍ୟର ଶାସନ। ଖାଇପିଇ ଜନତା ଖୁସ। ହାତରେ ଥାଇ ଜାବୁଡି ନ ପାରି ଓଡ଼ିଶା ପ୍ରଶାସନ ଚୁପ୍‌। ଦେଖାଣାହାରି ହୋଇଛି ଓଡ଼ିଶା ପ୍ରଶାସନ!

author-image
Debendra Prusty
ଆମର ଦି’ ଜଣ ମୁଖ୍ୟମନ୍ତ୍ରୀ!

dijana cm

ଗୋଟିଏ ଗାଁ ଦୁଇଟି ସରପଞ୍ଚ। ଜଣେ ଓଡ଼ିଆ ଜଣେ ତେଲୁଗୁ। ଗୋଟିଏ ଗାଁରେ ଚାଲିଛି ଦୁଇଟି ରାଜ୍ୟର ଶାସନ। ଖାଇପିଇ ଜନତା ଖୁସ। ହାତରେ ଥାଇ ଜାବୁଡି ନ ପାରି ଓଡ଼ିଶା ପ୍ରଶାସନ ଚୁପ୍‌। ଦେଖାଣାହାରି ହୋଇଛି ଓଡ଼ିଶା ପ୍ରଶାସନ!

Advertisment

Odisha Governance Odisha Losing Its Area One Village Two Cms