ଖବର ଆଗରେ ରହୁଥିଲେ ଅରିନ୍ଦମ

ଖବର ପଛରେ ଧାଇଁ ଧାଇଁ ନିଜେ ପାଲଟି ଗଲେ ଖବର । ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ବୋଟ୍ ଦୁର୍ଘଟଣାରେ ବିୟୋଗ ହୋଇଛି । ବାତ୍ୟା ରିପୋର୍ଟିଂ ହେଉ କି କ୍ରାଇମ ରିପୋର୍ଟିଂ ହେଉ ସବୁଠି ସେ ଥିଲେ ଆଗରେ ।