Advertisment

‘ଆମେ କ’ଣ କହୁଥିଲୁ ନବୀନ ଚାଉଳ ବୋଲି?’

ମାଗଣା ଚାଉଳ ବ୍ରାଣ୍ଡିଙ୍ଗ ପ୍ରସଙ୍ଗ। ‘ଆମେ କଣ କହୁଥିଲୁ ନବୀନ ଚାଉଳ ଦେଉଥିଲେ ବୋଲି? ରାଜ୍ୟ ସରକାରଙ୍କ ଦାୟିତ୍ୱ ହେଉଛି ଚାଉଳ ବାଣ୍ଟିବା। ସେଥିରେ ଯଦି ଲୋକେ କହିବେ ନବୀନ ପଟ୍ଟନାୟକ ଚାଉଳ ଦେଉଛନ୍ତି ଆମେ କଣ କରିବୁ?’ ଏମିତି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି।

author-image
Debendra Prusty
‘ଆମେ କ’ଣ କହୁଥିଲୁ ନବୀନ ଚାଉଳ ବୋଲି?’

amara satpathy

ମାଗଣା ଚାଉଳ ବ୍ରାଣ୍ଡିଙ୍ଗ ପ୍ରସଙ୍ଗ। ‘ଆମେ କଣ କହୁଥିଲୁ ନବୀନ ଚାଉଳ ଦେଉଥିଲେ ବୋଲି? ରାଜ୍ୟ ସରକାରଙ୍କ ଦାୟିତ୍ୱ ହେଉଛି ଚାଉଳ ବାଣ୍ଟିବା। ସେଥିରେ ଯଦି ଲୋକେ କହିବେ ନବୀନ ପଟ୍ଟନାୟକ ଚାଉଳ ଦେଉଛନ୍ତି ଆମେ କଣ କରିବୁ?’ ଏମିତି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି।

Advertisment

Naveen Rice Modi Rice Pds Nfsa