‘ନୋଟ ବିଡ଼ା ଦେଖି ଆମେ କାଠ ହେଇଗଲୁ’

‘ଧାମନଗରରେ ନବୀନ ବାବୁଙ୍କ ନୋଟ ବିଡ଼ା ଦେଖି ଆମେ କାଠ ହୋଇଗଲୁ’…ଶୁଣନ୍ତୁ ପଦ୍ମପୁର ଉପନିର୍ବାଚନକୁ ନେଇ କଣ କହୁଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।