/odisha-reporter/media/post_attachments/uploads/2022/12/cm-2.jpg)
ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ ଶୁଣାଇବା ପାଇଁ କିଏ ଟାୱାର ଉପରକୁ ଚଢ଼ୁଛି ତ ଆଉ କିଏ ଆତ୍ମହୂତିର ଉଦ୍ୟମ କରୁଛି। ପୁଣି ଆଉ କିଏ ଅଧାବାଟରୁ ପୁଲିସର ଲାଠି ମାଡ଼ ଖାଇ ଫେରୁଛି। କାହା ପାଇଁ ମୁଖ୍ୟମନ୍ତ୍ରୀ, ଏହି ରାଜ୍ୟର ଜନତାଙ୍କ ପାଇଁ ନା ବଡ଼ବଡ଼ିଆ ସେଲିବ୍ରିଟି କିମ୍ୱା ବିଜନେସ ଟାଇକୋନଙ୍କ ପାଇଁ। ରାଜ୍ୟର ସାଢ଼େ ଚାରିକୋଟି ଲୋକଙ୍କୁ ନିଜ ପରିବାର କହୁଥିବା ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରର ସଦସ୍ୟଙ୍କୁ ଭେଟିବାରେ ଅସୁବିଧା ବା କେଉଁଠୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
