Advertisment

'ବିଶ୍ୱ ଦେଖିବ କଟକବାସୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା'

ବିଶ୍ୱକପ୍‍ ହକି ପାଇଁ ଚଳଚଞ୍ଚଳ କଟକ ସହର। ଆଜି ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ହକି ବିଶ୍ୱକପ୍‌ ସ୍ୱାଗତ ପାଇଁ ଏକାଠି ହୋଇଛନ୍ତି ଛାତ୍ରଛାତ୍ରୀ ସେପଟେ କଟକ ମେୟର ସୁବାସ ସିଂ କହିଛନ୍ତି ‘ବିଶ୍ୱ ଦେଖିବ କଟକବାସୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା’।

'ବିଶ୍ୱ ଦେଖିବ କଟକବାସୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା'

cuttack

Advertisment

ବିଶ୍ୱକପ୍‍ ହକି ପାଇଁ ଚଳଚଞ୍ଚଳ କଟକ ସହର। ଆଜି ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ହକି ବିଶ୍ୱକପ୍‌ ସ୍ୱାଗତ ପାଇଁ ଏକାଠି ହୋଇଛନ୍ତି ଛାତ୍ରଛାତ୍ରୀ ସେପଟେ କଟକ ମେୟର ସୁବାସ ସିଂ କହିଛନ୍ତି 'ବିଶ୍ୱ ଦେଖିବ କଟକବାସୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା'।

Advertisment

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe