ଫ୍ୟାନଙ୍କୁ କଣ କହିଲେ ବାବୁଶାନ?

ଫ୍ୟାନଙ୍କ ସମ୍ମୁଖକୁ ଆସିଛନ୍ତି ବାବୁଶାନ। ସହ ସହ ପ୍ରଶଂସକ ବାବୁଶାନଙ୍କ ଘର ସାମ୍ନାରେ ଥିବାବେଳେ ଆଜି ବାହାରକୁ ଆସି ଫ୍ୟାନମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।