ତଥାଗତଙ୍କ ସଙ୍କେତ ବୁଝିଲା ହେଲା!

ରାଜନୀତିରୁ ସନ୍ନ୍ୟାସ ନେବେ ନାହିଁ ତଥାଗତ ଶତପଥୀ। ୨୦୨୪ରେ କେଉଁ ରାଜନୈତିକ ଦଳରୁ ନିର୍ବାଚନ ଲଢ଼ିବେ ସେନେଇ ଲାଗିଛି ସସପେନ୍ସ। ଶୁଣନ୍ତୁ ଏନେଇ କଣ କହୁଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ।