Advertisment

ନବୀନଙ୍କ ହିତଶତ୍ରୁ ଗୋପବନ୍ଧୁ!

ପୁଲିସ୍ ଖୋଜୁଛି ଯାହାକୁ, ବିଜେଡି ପାଖରେ ରଖିଛି ତା’କୁ। ଜିତିବା ପୂର୍ବରୁ ବିବାଦରେ ଛନ୍ଦି ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଖାସ୍ କର୍ମଚାରୀ। କେଉଁ କାରଣରୁ ପୁଲିସ୍ ଅଭିଯୁକ୍ତକୁ ଛାଡି ଦେଉଛି? ହତ୍ୟାକାଣ୍ଡରେ ଫଶିଛନ୍ତି, ବିଜେଡି ସାଂସଦ ତାଙ୍କୁ ପ୍ରତିନିଧି କରିଛନ୍ତି। ଗୋପବନ୍ଧୁ ଦାସଙ୍କ ଗୋପାଳପୁର ଗସ୍ତ। ପୁଲିସ ଆଖିରେ ଧୂଳି ଦେଇ ଖସିଯାଉଛି ଦୋଷୀ।

author-image
Debendra Prusty
ନବୀନଙ୍କ ହିତଶତ୍ରୁ ଗୋପବନ୍ଧୁ!

gopabandhu

ପୁଲିସ୍ ଖୋଜୁଛି ଯାହାକୁ, ବିଜେଡି ପାଖରେ ରଖିଛି ତା’କୁ। ଜିତିବା ପୂର୍ବରୁ ବିବାଦରେ ଛନ୍ଦି ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଖାସ୍ କର୍ମଚାରୀ। କେଉଁ କାରଣରୁ ପୁଲିସ୍ ଅଭିଯୁକ୍ତକୁ ଛାଡି ଦେଉଛି? ହତ୍ୟାକାଣ୍ଡରେ ଫଶିଛନ୍ତି, ବିଜେଡି ସାଂସଦ ତାଙ୍କୁ ପ୍ରତିନିଧି କରିଛନ୍ତି। ଗୋପବନ୍ଧୁ ଦାସଙ୍କ ଗୋପାଳପୁର ଗସ୍ତ। ପୁଲିସ ଆଖିରେ ଧୂଳି ଦେଇ ଖସିଯାଉଛି ଦୋଷୀ।

Advertisment

Odisha Reporter Naveen Patnaik Gopabandhu Dash