/odisha-reporter/media/post_attachments/uploads/2022/09/madam.jpg)
madam
ମ୍ୟାଡାମଙ୍କ କହିବା କଥା ହେଲା ସେ ତାଲିକା ଦେଇଥିଲେ ଆଉ ତାହା ବାହାରିଛି। ଆଉ ଏହା ହେଉଛି ମାଇନର ମିଷ୍ଟେକ୍। ତାଲିକାରେ ଜଣେ ମୃତ ବ୍ୟକ୍ତି ବଞ୍ଚିଯାଉଛି। ଏହାକୁ ନେଇ ଦଳ ସମଗ୍ର ରାଜ୍ୟରେ ନିନ୍ଦିତ ହେଉଛି। ଲୋକ କହୁଛନ୍ତି ବଞ୍ଚିଥିଲା ବେଳେ ତ ସରକାର ନ୍ୟାୟ ଦେଇପାରିଲେନି ମଲାପରେବି କେମତି ଉପହାସ କରୁଛନ୍ତି ଦେଖ। ହେଲେ ସଭାନେତ୍ରୀ ମ୍ୟାଡାମ୍ କହୁଛନ୍ତି ଏହା ମାଇନର ମିଷ୍ଟେକ୍।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
