କ’ଣ ବାର୍ତ୍ତା ଦେଲା ପିପିଲି ନିର୍ବାଚନ?

ପଞ୍ଚାୟତ ଓ ପୌର ନିର୍ବାଚନ ଉପରେ ପଡ଼ିବ କି ଫଳାଫଳ ପ୍ରଭାବ?। କଂଗ୍ରେସ ଓ ବିଜେପି ପାଇଁ କେଉଁ ବାର୍ତ୍ତା ଦେଉଛି ରେଜଲ୍ଟ?। ନିର୍ବାଚନ ସରିଛି ଫଳାଫଳ ଆସିଛି। ବାପାଙ୍କ ଗଡ଼କୁ ଅକ୍ଷୁର୍ଣ୍ଣ ରଖିଛନ୍ତି ଜୁନିୟର ମହାରଥୀ।