/odisha-reporter/media/post_attachments/uploads/2022/10/majlis.jpg)
majlis
ଯେତେ ଖୋଳିଲେ ସେତେ ବାହାରୁଛି। ସମୟ ଯେତେ ଗଡ଼ି ଗଡ଼ି ଯାଉଛି ତାଲିକା ସେତେ ଲମ୍ୱି ଲମ୍ୱି ଯାଉଛି। ଚର୍ଚ୍ଚା ଓ ଆଲୋଚନା ଏୟା ବି ହେଉଛି ଓଡ଼ିଶା ଇତିହାସରେ ସବୁଠୁ ବଡ଼ ସେକ୍ସ ସିଣ୍ଡିକେଟ୍। ଆମେ କାହା କଥା କହୁଛୁ ଆପଣ ଠିକ୍ ବୁଝିପାରୁଥିବେ। ଆଜ୍ଞା ହଁ, ଅର୍ଚ୍ଚନା ନାଗଙ୍କ ସେକ୍ସ ସିଣ୍ଡିକେଟ୍ କଥା ଆମେ କହୁଛୁ। କିନ୍ତୁ ବାସ୍ତବରେ ଅର୍ଚ୍ଚନା ସମାଜକୁ କି ବାର୍ତ୍ତା ଦେଉଛନ୍ତି ଓ ଏହାର ପ୍ରଭାବ ସମାଜ ଉପରେ କଣ ପଡ଼ିବ, ଏ ବିଷୟରେ ଆଲୋଚନା କରିବା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
