"ବନ୍ୟାକୁ ମୁକାବିଲା କରିବାରେ ଧିମେଇଗଲେ ନବୀନଙ୍କ ଟିମ୍। ଲୋକଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି। ଲୋକ ମାନେ ଭୋକରେ ରହୁଛନ୍ତି। ଏଥରର ବନ୍ୟାରେ ନବୀନଙ୍କ ଟିମ୍ କିଛି କରିନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।Advertisment "