Advertisment

'ନବୀନଙ୍କ ଟିମ୍‌ ଧିମେଇଗଲେ’

ବନ୍ୟାକୁ ମୁକାବିଲା କରିବାରେ ଧିମେଇଗଲେ ନବୀନଙ୍କ ଟିମ୍‌। ଲୋକଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି। ଲୋକ ମାନେ ଭୋକରେ ରହୁଛନ୍ତି। ଏଥରର ବନ୍ୟାରେ ନବୀନଙ୍କ ଟିମ୍‌ କିଛି କରିନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

ଅଦ୍ୟତନ ହୋଇଛି
'ନବୀନଙ୍କ ଟିମ୍‌ ଧିମେଇଗଲେ’

sura

Advertisment

ବନ୍ୟାକୁ ମୁକାବିଲା କରିବାରେ ଧିମେଇଗଲେ ନବୀନଙ୍କ ଟିମ୍‌। ଲୋକଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି। ଲୋକ ମାନେ ଭୋକରେ ରହୁଛନ୍ତି। ଏଥରର ବନ୍ୟାରେ ନବୀନଙ୍କ ଟିମ୍‌ କିଛି କରିନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

Advertisment

Congress CM MLA Sura Routray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe