ଦେଶ news ନମ୍ବର ପ୍ଲେଟକୁ ନେଇ କଣ କହିଲେ କୋର୍ଟ? ଡେଡଲାଇନକୁ ହାତରେ ଦୁଇ ଦିନ। ସେପ୍ଟେମ୍ବର ୩୦ ତାରିଖରେ ସରୁଛି ୧, ୨, ୩ ଓ ୪ ଶେଷ ନମ୍ବର ଥିବା ଗାଡ଼ି ଗୁଡ଼ିକର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ଅବଧି। ଏହା ପୂର୍ବରୁ ମାମଲା ପହଞ୍ଚିଛି ହାଇକୋର୍ଟଙ୍କ ପାଖରେ। ଏନେଇ ସରକାରଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ। Debendra Prusty 29 Sep 2022 12:48 IST hsrpଡେଡଲାଇନକୁ ହାତରେ ଦୁଇ ଦିନ। ସେପ୍ଟେମ୍ବର ୩୦ ତାରିଖରେ ସରୁଛି ୧, ୨, ୩ ଓ ୪ ଶେଷ ନମ୍ବର ଥିବା ଗାଡ଼ି ଗୁଡ଼ିକର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ଅବଧି। ଏହା ପୂର୍ବରୁ ମାମଲା ପହଞ୍ଚିଛି ହାଇକୋର୍ଟଙ୍କ ପାଖରେ। ଏନେଇ ସରକାରଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ।Advertisment Hsrp Number Plate Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ