ଡେଡଲାଇନକୁ ହାତରେ ଦୁଇ ଦିନ। ସେପ୍ଟେମ୍ବର ୩୦ ତାରିଖରେ ସରୁଛି ୧, ୨, ୩ ଓ ୪ ଶେଷ ନମ୍ବର ଥିବା ଗାଡ଼ି ଗୁଡ଼ିକର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ଅବଧି। ଏହା ପୂର୍ବରୁ ମାମଲା ପହଞ୍ଚିଛି ହାଇକୋର୍ଟଙ୍କ ପାଖରେ। ଏନେଇ ସରକାରଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ।
https://youtu.be/Z6NY7WwvyRA

hsrp