/odisha-reporter/media/post_attachments/uploads/2022/09/digapahandi.jpg)
digapahandi
ଗଞ୍ଜାମ ବିଜେଡିରେ ବଡ଼ ବିଚିତ୍ର ପରିସ୍ଥିତି। ପ୍ରଥମେ ଜିଲ୍ଲା ସଭାପତି ୨ ଜଣଙ୍କୁ ନଲମ୍ବନ କଲେ। ଏହାପରେ ୨ ଜଣଙ୍କ ନିଲମ୍ବଲ ଆଦେଶକୁ ପ୍ରତ୍ୟାହାର କରିନେଲେ। ଦିଗପହଣ୍ଡି ନିର୍ବାଚନ ମଣ୍ଡଳିର ଏହି ୨ ନେତା। ଦୁଇ ଦିନ ଭିତରେ ଦଳର ଦୁଇ ନେତାଙ୍କୁ ଦୁଇଥର ନିଲମ୍ବନ ଏବଂ ଥରେ ନିଲମ୍ବନ ପ୍ରତ୍ୟାହାର ନିର୍ଦ୍ଦେଶ। ଏହି ୨ ନେତା ହେଲେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳିର ଗୌଡ଼ ଗୋବିନ୍ଦପୁର ଗ୍ରାମପଞ୍ଚାୟତର ହରିବନ୍ଧୁ ରେଡ୍ଡି ଏବଂ ପ୍ରମୋଦ ପାଣିଗ୍ରାହୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
