/odisha-reporter/media/post_attachments/uploads/2021/12/maxresdefault-1-1.jpg)
maxresdefault (1)
କୋହଲି - ରୋହିତଙ୍କ ବିବାଦରେ ନାଟର ଗୋବର୍ଦ୍ଧନ ହେଉଛି ବିସିସିଆଇ । ପୁରା ଘଟଣାକୁ ଯେଉଁଭଳି ଭାବରେ ବୋର୍ଡ ପରିଚାଳନା କରିବା କଥା ସେଭଳି କରି ନାହିଁ । ଫଳରେ ସବୁ କଥା ପ୍ରଘଟ ହୋଇଗଲା । ବିରାଟଙ୍କୁ ପ୍ରଶ୍ନର ଉତ୍ତର ଦେବାକୁ ବୋର୍ଡ ପାଖରେ କିଛି ନାହିଁ । ତେଣୁ ଏହି ଘଟଣାକୁ କିପରି ସାମ୍ନା କରିବ ଅର୍ଥାତ ମ୍ୟାନେଜ କରିବାକୁ ବୋର୍ଡ ନୂଆ ପନ୍ଥା ଖୋଜୁଛି
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
