Advertisment

ବିରାଟଙ୍କ ପାଇଁ ଚିନ୍ତାରେ BCCI

କୋହଲି – ରୋହିତଙ୍କ ବିବାଦରେ ନାଟର ଗୋବର୍ଦ୍ଧନ ହେଉଛି ବିସିସିଆଇ । ପୁରା ଘଟଣାକୁ ଯେଉଁଭଳି ଭାବରେ ବୋର୍ଡ ପରିଚାଳନା କରିବା କଥା ସେଭଳି କରି ନାହିଁ । ଫଳରେ ସବୁ କଥା ପ୍ରଘଟ ହୋଇଗଲା । ବିରାଟଙ୍କୁ ପ୍ରଶ୍ନର ଉତ୍ତର ଦେବାକୁ ବୋର୍ଡ ପାଖରେ କିଛି ନାହିଁ । ତେଣୁ ଏହି ଘଟଣାକୁ କିପରି ସାମ୍ନା କରିବ ଅର୍ଥାତ ମ୍ୟାନେଜ କରିବାକୁ ବୋର୍ଡ ନୂଆ ପନ୍ଥା ଖୋଜୁଛି

ବିରାଟଙ୍କ ପାଇଁ ଚିନ୍ତାରେ BCCI

maxresdefault (1)

Advertisment

କୋହଲି - ରୋହିତଙ୍କ ବିବାଦରେ ନାଟର ଗୋବର୍ଦ୍ଧନ ହେଉଛି ବିସିସିଆଇ । ପୁରା ଘଟଣାକୁ ଯେଉଁଭଳି ଭାବରେ ବୋର୍ଡ ପରିଚାଳନା କରିବା କଥା ସେଭଳି କରି ନାହିଁ । ଫଳରେ ସବୁ କଥା ପ୍ରଘଟ ହୋଇଗଲା । ବିରାଟଙ୍କୁ ପ୍ରଶ୍ନର ଉତ୍ତର ଦେବାକୁ ବୋର୍ଡ ପାଖରେ କିଛି ନାହିଁ । ତେଣୁ ଏହି ଘଟଣାକୁ କିପରି ସାମ୍ନା କରିବ ଅର୍ଥାତ ମ୍ୟାନେଜ କରିବାକୁ ବୋର୍ଡ ନୂଆ ପନ୍ଥା ଖୋଜୁଛି

Advertisment

Odisha Bcci Odisha Reporter Virat Kohili
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe