kinchit katha
Advertisment
ଓଡ଼ିଶା ସରକାରଙ୍କ ବହିରେ ମାଛକୁଣ୍ଡ ଓଡ଼ିଶାର ନୁହେଁ, ଆନ୍ଧ୍ରର। ଓଡ଼ିଶାର ସର୍ବୋଚ୍ଚ ଗିରିଶୃଙ୍ଗ ଦେଓମାଳି ଓଡ଼ିଶା ସରକାରଙ୍କ ରେକର୍ଡ଼ରେ ନାହିଁ। ଓଡ଼ିଶା ସରକାର ସୁପ୍ରିମ କୋର୍ଟରେ ଲଢ଼ିଲେ ନାହିଁ ବୋଲି ବଡ଼ ଗୁମ୍ଫା ଏବେ ଆନ୍ଧ୍ରର ବୋରା କେଭ୍। କ’ଣ ଚାଲିଛି ଏଠି?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/kinchit-katha-1.jpg)