ଆଜି ଦେଶର ସର୍ବୋଚ୍ଚ ପଦ ପାଇଁ ଦୌଡ଼ରେ ଥିବା ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୂର୍ମୁ ଦିନେ ଗୋଟିଏ ଗୋଟିଏ ଟଙ୍କା ପାଇଁ କରୁଥିଲେ ସଂଘର୍ଷ... ରମାଦେବୀରେ ପଢ଼ୁଥିବା ବେଳେ ସାଙ୍ଗମାନେ କ୍ୟାଣ୍ଟିନ ଯାଇ ଭଲଭଲ ଖାଦ୍ୟ ଖାଉଥିଲେ... ହେଲେ ଦ୍ରୌପଦୀଙ୍କ ପାଇଁ ଏସବୁ ଥିଲା ସ୍ୱପ୍ନ...ଚଳିବା ପାଇଁ ବାପାଙ୍କ ପାଖରୁ ମାସକୁ ଆସୁଥିଲା ମାତ୍ର ୧୦ ଟଙ୍କା...
https://youtu.be/eoC0YxK-YYA
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଚେକିଂ ବେଳେ କନଷ୍ଟେବଳଙ୍କ ଉପରେ ମାଡ଼ିଗଲା ଟ୍ରକ୍, ଭିତରେ ଥିଲା ୪ କୋଟିର ଡ୍ରଗ୍ସ
ପୁଲିସ୍ ଫେରାର ହୋଇଯାଇଥିବା ଟ୍ରକ୍ର ପିଛା କରି ଡ୍ରାଇଭର ଓ ହେଲପରଙ୍କୁ ବାନ୍ଧିଛି। ଏଥିସହ ଟ୍ରକ୍ରୁ ୪ କୋଟିରୁ ଅଧିକ ମୂଲ୍ୟର ମାଦକ ଦ୍ରବ୍ୟ ଜବତ କରିଛି।।
National
ଫ୍ରେଶର ପାର୍ଟିରେ ଗଣ୍ଡଗୋଳ; ବାଉନ୍ସରଙ୍କ ମାଡ଼ରେ ଛାତ୍ର ଗୁରୁତର
କଲେଜ ପରିସରରେ ଚାଲିଥିବା ଫ୍ରେଶର ପାର୍ଟି। ନାଚଗୀତରେ ମାତିଥିଲେ ଛାତ୍ରମାନେ। ଏହି ସମୟରେ ଆରମ୍ଭ ହେଲା ମହାଭାରତ ।
National
ପ୍ରେମିକା ସହ ମିଶି ପତ୍ନୀ ତଣ୍ଟି ଚିପିଥିଲେ, ବର୍ଷେ ପରେ ବନ୍ଧା ହେଲେ
ଭଲ ପାଇବା ରାସ୍ତାରେ ପତ୍ନୀ କଣ୍ଟା ହେବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କଲେ। ପ୍ରେମିକା ସହ ମିଶି ପତ୍ନୀଙ୍କ ତଣ୍ଟି ଚିପି ଦେଲେ।
National
କାର୍କୁ ମୁହାଁମୁହିଁ ପିଟିଲା ଟ୍ରକ୍; ୬ ମୃତ, ୭ ଗୁରୁତର
ଏକ ଟ୍ରକ୍ ଓ ଏସୟୁଭି କାର୍ ମୁହାଁମୁହିଁ ଧକ୍କା ହେବା ପରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଛନ୍ତି।
National
କୋଚିଙ୍ଗ ସେଣ୍ଟରରେ ବିଷାକ୍ତ ଗ୍ୟାସ ଲିକ୍; ୧୨ ଛାତ୍ରଛାତ୍ରୀ ଅଚେତ
ଅଚେତ ହୋଇଥିବା ପିଲାମାନଙ୍କ ମଧ୍ୟରେ ଅଧିକାଶଂ ଛାତ୍ରୀ ଥିବା ଜଣାଯାଇଛି।