Advertisment

ଏମିତି ହତ୍ୟାକାରୀ କେବେ ଦେଖିନଥିବେ

ହତ୍ୟା କରିବା ପରେ ପରିବାରକୁ ଜଣାଇଥିଲେ ସମବେଦନା। କୋକେଇ ବି ବାନ୍ଧିଥିଲେ ଆଉ ଶବ ବ୍ୟବଚ୍ଛେଦ ବି କରିଥିଲେ। ଏପରିକି ନ୍ୟାୟ ଦାବିରେ କରିଥିଲେ ଡିସିପି ଅଫିସ ଘେରାଉ। ଆଉ ମହାନଦୀ ଗର୍ଭରେ ଫୋଫାଡ଼ିଦେଲେ ହତ୍ୟାକାଣ୍ଡର ସବୁ ପ୍ରମାଣ।

ଏମିତି ହତ୍ୟାକାରୀ କେବେ ଦେଖିନଥିବେ

hatyakari

Advertisment

ହତ୍ୟା କରିବା ପରେ ପରିବାରକୁ ଜଣାଇଥିଲେ ସମବେଦନା। କୋକେଇ ବି ବାନ୍ଧିଥିଲେ ଆଉ ଶବ ବ୍ୟବଚ୍ଛେଦ ବି କରିଥିଲେ। ଏପରିକି ନ୍ୟାୟ ଦାବିରେ କରିଥିଲେ ଡିସିପି ଅଫିସ ଘେରାଉ। ଆଉ ମହାନଦୀ ଗର୍ଭରେ ଫୋଫାଡ଼ିଦେଲେ ହତ୍ୟାକାଣ୍ଡର ସବୁ ପ୍ରମାଣ।

Advertisment

Cuttack Murder Mystery Killer Brothers Killers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe