baburaj
Advertisment
ରାଜ୍ୟରେ ଏବେ ବନ୍ୟା ବିଭିଷିକା। ହେଲେ ରାଜ୍ୟ ବାହାରେ ଅଛନ୍ତି ଜଳ ସମ୍ପଦ ବିଭାଗର ସଚିବ ଅନୁଗର୍ଗ। ଲଘୁଚାପ ଜନିତ ବର୍ଷା ଏବଂ ମହାନଦୀର ପାଣି ରାଜ୍ୟରେ ଏବେ ବନ୍ୟା ସୃଷ୍ଟି କରିଛି। ଏତିକିବେଳେ ରାଜ୍ୟ ବାହାରେ ଜଳ ସମ୍ପଦ ବିଭାଗର ସଚିବ।