Advertisment

କୁଆଡ଼େ ଗଲେ ତ୍ରିମୂର୍ତ୍ତି?

ରାତି ଯାକ ରାତି ଅନିଦ୍ରା। ମୁଗୁରା ମେଲା। ଏହି ଉକ୍ତିଟି ବିଏମସି ପାଇଁ ହିଁ ପ୍ରଯୁଜ୍ୟ। ସକାଳୁ ରାତି ଯାଏ ପହରା ଦେଉଥିଲେ ବିଏମସି କମିଶନର, ଅତିରିକ୍ତ କମିଶନର। ଟିମ ଧରି ଧରପଗଡ଼ କରୁଥିଲେ। ସ୍ୱଚ୍ଛତା ବଜାୟ ନରଖିବାରୁ ୧୦୦ରୁ ଅଧିକ ଦୋକାନ ସିଲ କରାଯାଇଛି। କାହାକୁ ଜରିମାନା ତ କାହାକୁ ତଣ୍ଡ। ହେଲେ ଏହି ବ୍ୟବସାୟୀ ଏବେ କହୁଥିବେ କଣ। ପଚା ଗନ୍ଧରେ ଫାଟି ପଡୁଛି ସହର,ଘରୁ ବାରିବା ମୁସ୍କିଲ। ଏଭଳି ସମୟରେ କୁଆଡେ ଗଲେ […]

author-image
Debendra Prusty
କୁଆଡ଼େ ଗଲେ ତ୍ରିମୂର୍ତ୍ତି?

bjd mla

ରାତି ଯାକ ରାତି ଅନିଦ୍ରା। ମୁଗୁରା ମେଲା। ଏହି ଉକ୍ତିଟି ବିଏମସି ପାଇଁ ହିଁ ପ୍ରଯୁଜ୍ୟ। ସକାଳୁ ରାତି ଯାଏ ପହରା ଦେଉଥିଲେ ବିଏମସି କମିଶନର, ଅତିରିକ୍ତ କମିଶନର। ଟିମ ଧରି ଧରପଗଡ଼ କରୁଥିଲେ। ସ୍ୱଚ୍ଛତା ବଜାୟ ନରଖିବାରୁ ୧୦୦ରୁ ଅଧିକ ଦୋକାନ ସିଲ କରାଯାଇଛି। କାହାକୁ ଜରିମାନା ତ କାହାକୁ ତଣ୍ଡ। ହେଲେ ଏହି ବ୍ୟବସାୟୀ ଏବେ କହୁଥିବେ କଣ। ପଚା ଗନ୍ଧରେ ଫାଟି ପଡୁଛି ସହର,ଘରୁ ବାରିବା ମୁସ୍କିଲ। ଏଭଳି ସମୟରେ କୁଆଡେ ଗଲେ ମେୟର।

Advertisment

Bhubaneswar Cleanliness Bhubaneswar Mlas Bjd Mlas