Advertisment

ଏତିକି ଭୋଟ୍ ପଛରେ ଅଛନ୍ତି ଦ୍ରୌପଦୀ!

ଭୋଟ୍ ଏବଂ ଭୋଟ୍ ମୂଲ୍ୟକୁ ନେଇ ଯଦି ଆପଣଙ୍କ ମନରେ ଦ୍ବନ୍ଦ ଆସୁଛି, ଆମେ ସୂଚାଇ ଦେବାକୁ ଚାହିଁବୁ ଯେ, ସାଧାରଣ ନିର୍ବାଚନ ଭଳି ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ନୁହେଁ ବରଂ ଭୋଟ୍ ମୂଲ୍ୟ ଅନୁସାରେ ଗଣନା କରାଯାଏ। କାରଣ, ରାଷ୍ଟପ୍ରତି ଲୋକଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ହେବା ବଦଳରେ ନିର୍ବାଚିତ ବିଧାୟକ ଏବଂ ସାଂସଦଙ୍କ ଭୋଟରେ ନିର୍ବାଚିତ ହୁଅନ୍ତି। ତେଣୁ ସାଂସଦ ଏବଂ ବିଧାୟକଙ୍କ ଭୋଟକୁ ଜନସଂଖ୍ୟା ଅନୁସାରେ ଆକଳନ କରାଯାଇ ଭୋଟ୍ ମୂଲ୍ୟ ନିର୍ଦ୍ଧାରଣ […]

ଏତିକି ଭୋଟ୍ ପଛରେ ଅଛନ୍ତି ଦ୍ରୌପଦୀ!

droupadi vote

Advertisment

ଭୋଟ୍ ଏବଂ ଭୋଟ୍ ମୂଲ୍ୟକୁ ନେଇ ଯଦି ଆପଣଙ୍କ ମନରେ ଦ୍ବନ୍ଦ ଆସୁଛି, ଆମେ ସୂଚାଇ ଦେବାକୁ ଚାହିଁବୁ ଯେ, ସାଧାରଣ ନିର୍ବାଚନ ଭଳି ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ନୁହେଁ ବରଂ ଭୋଟ୍ ମୂଲ୍ୟ ଅନୁସାରେ ଗଣନା କରାଯାଏ। କାରଣ, ରାଷ୍ଟପ୍ରତି ଲୋକଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ହେବା ବଦଳରେ ନିର୍ବାଚିତ ବିଧାୟକ ଏବଂ ସାଂସଦଙ୍କ ଭୋଟରେ ନିର୍ବାଚିତ ହୁଅନ୍ତି। ତେଣୁ ସାଂସଦ ଏବଂ ବିଧାୟକଙ୍କ ଭୋଟକୁ ଜନସଂଖ୍ୟା ଅନୁସାରେ ଆକଳନ କରାଯାଇ ଭୋଟ୍ ମୂଲ୍ୟ ନିର୍ଦ୍ଧାରଣ କରାଯାଏ।

Advertisment

Droupadi Murmu Prez Poll Yashwant Sihna
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe